Advertisement
trendingPhotos1091205
photoDetails1hindi

ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

Almonds for Sexual Performance: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ (Men's Sexual Health) ବୟସ ବୃଦ୍ଧି ସହିତ ଖରାପ ହେବାକୁ ଲାଗିଥାଏ । କିନ୍ତୁ ଦୈନିକ ୬ଟି ବାଦାମ ଖାଇବା ଦ୍ୱାରା ସେମାନଙ୍କର ଯୌନ ଜୀବନ (Foods for Healthy Sexual Life) ପୁଣି ସୁସ୍ଥ ହୋଇପାରେ । କାରଣ ବାଦାମରେ ଥିବା ସେଲେନିୟମ୍, ଜିଙ୍କ ଏବଂ ଭିଟାମିନ୍ ଇ ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତରକୁ ବଢ଼ାଇଥାଏ । ପୁରୁଷମାନଙ୍କ ମଧ୍ୟରେ ଏହା ହେଉଛି ଅତ୍ୟାବଶ୍ୟକ ଯୌନ ହରମୋନ୍, ଯେଉଁ କାରଣରୁ କାର୍ଯ୍ୟଦକ୍ଷତାରେ ହ୍ରାସ, ସେକ୍ସ ଡ୍ରାଇଭ (sex drive) ରେ ହ୍ରାସ, ଇରେକେସନ୍ ହ୍ରାସ ଇତ୍ୟାଦି ସମସ୍ୟା ହୋଇଥାଏ ।

1/7

ନୂଆଦିଲ୍ଲୀ: Almonds for Sexual Performance: ବିବାହିତ ପୁରୁଷମାନଙ୍କୁ (Married Men) ପ୍ରତିଦିନ ବାଦାମ (Almonds) ଖାଇବା ଉଚିତ୍ । ଏହା ସେମାନଙ୍କର ଯୌନ ଜୀବନକୁ ସୁସ୍ଥ କରିଥାଏ । କାରଣ ବାଦାମରେ ଏପରି ଅନେକ ସ୍ୱାସ୍ଥ୍ୟପ୍ରଦ ଗୁଣ ଅଛି, ଯାହା ସେମାନଙ୍କର ପୌରୁଷ କାର୍ଯ୍ୟଦକ୍ଷତା (Almonds for Sexual Performance) ବୃଦ୍ଧି ସହିତ ସେମାନଙ୍କୁ ଅନେକ ଶାରୀରିକ ସମସ୍ୟାରୁ ଦୂରେଇ ରଖେ । ଠିକ୍ ସମୟରେ ଆପଣ ଦୈନିକ ୬ଟି ବାଦାମ (Benefits of Eat Daily 6 Almonds) ଖାଇବା ଉଚିତ୍ ।

ବିବାହିତ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ

2/7
ବିବାହିତ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ

ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅବରାର ମୁଲତାନି (Ayurvedic expert Dr. Abrar Multani) କହିଛନ୍ତି ଯେ, ବିବାହିତ ପୁରୁଷମାନେ ଉଷୁମ କ୍ଷୀର ସହିତ ରାତିରେ ୬ଟି ବାଦାମ (Almond) ଭଲ ଭାବରେ ଚବାଇ ଖାଇବା ଉଚିତ୍ । ଏହି ଦ୍ୱାରା ପୁରୁଷଙ୍କ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ ଓ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

ପୁରୁଷମାନଙ୍କ ପାଇଁ ୬ଟି ବାଦାମ ଖାଇବାର ଲାଭ (Almonds Benefits for Men)

3/7
ପୁରୁଷମାନଙ୍କ ପାଇଁ ୬ଟି ବାଦାମ ଖାଇବାର ଲାଭ (Almonds Benefits for Men)

ଦୈନିକ ୬ଟି ବାଦାମ ଖାଇବା ଦ୍ୱାରା ପୁରୁଷମାନେ ପ୍ରଚୁର ଫାଇବର, ପ୍ରୋଟିନ୍, ସୁସ୍ଥ ଚର୍ବି, ଭିଟାମିନ୍ ଇ, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ B12, ଫସଫରସ୍ ଇତ୍ୟାଦି ପାଇଥାନ୍ତି ।

ଦୂର ହେବ ପୁରୁଷମାନଙ୍କର ଏହି ସମସ୍ୟା

4/7
ଦୂର ହେବ ପୁରୁଷମାନଙ୍କର ଏହି ସମସ୍ୟା

ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ (Men's Sexual Health) ବୟସ ବୃଦ୍ଧି ସହିତ ଖରାପ ହେବାକୁ ଲାଗିଥାଏ । କିନ୍ତୁ ଦୈନିକ ୬ଟି ବାଦାମ ଖାଇବା ଦ୍ୱାରା ସେମାନଙ୍କର ଯୌନ ଜୀବନ (Foods for Healthy Sexual Life) ପୁଣି ସୁସ୍ଥ ହୋଇପାରେ । କାରଣ ବାଦାମରେ ଥିବା ସେଲେନିୟମ୍, ଜିଙ୍କ ଏବଂ ଭିଟାମିନ୍ ଇ ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତରକୁ ବଢ଼ାଇଥାଏ । ପୁରୁଷମାନଙ୍କ ମଧ୍ୟରେ ଏହା ହେଉଛି ଅତ୍ୟାବଶ୍ୟକ ଯୌନ ହରମୋନ୍, ଯେଉଁ କାରଣରୁ କାର୍ଯ୍ୟଦକ୍ଷତାରେ ହ୍ରାସ, ସେକ୍ସ ଡ୍ରାଇଭ (sex drive) ରେ ହ୍ରାସ, ଇରେକେସନ୍ ହ୍ରାସ ଇତ୍ୟାଦି ସମସ୍ୟା ହୋଇଥାଏ । ଏଥି ସହିତ ବାଦାମରେ ଥିବା ଓମେଗା -3 ଫ୍ୟାଟି ଏସିଡ୍ ରକ୍ତ ପ୍ରବାହରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଯେଉଁଥିପାଇଁ ପୁରୁଷମାନଙ୍କ ଲିଙ୍ଗରେ ସଠିକ୍ ଉତ୍ତେଜନା ସୃଷ୍ଟି ହୁଏ ।

ପୁରୁଷମାନଙ୍କ କେଶ ଝଡ଼ିବା

5/7
ପୁରୁଷମାନଙ୍କ କେଶ ଝଡ଼ିବା

ଚାପ ଓ ଖରାପ ଜୀବନଶୈଳୀ ଯୋଗୁଁ ପୁରୁଷମାନଙ୍କ କେଶ ଝଡ଼ିବା ଆରମ୍ଭ ହୁଏ । କିନ୍ତୁ ପ୍ରତିଦିନ ବାଦାମ ଖାଇବା ଦ୍ୱାରା କେଶ ଝଡ଼ିବାକୁ ରୋକିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଜିଙ୍କ ପରି ପୋଷକ ତତ୍ତ୍ୱ ରହିଥାଏ ଯାହା କେଶକୁ ମଜବୁତ କରିଥାଏ । କେଶ ଝଡ଼ିବା ରୋକିବା ପାଇଁ ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ ।

ପୁରୁଷମାନଙ୍କର ଶକ୍ତି ବଢ଼ାଇଥାଏ ବାଦାମ

6/7
ପୁରୁଷମାନଙ୍କର ଶକ୍ତି ବଢ଼ାଇଥାଏ ବାଦାମ

ପୌରୁଷ ଶକ୍ତି ବଢ଼ାଇବା ପାଇଁ ସୁସ୍ଥ ମାଂସପେଶୀ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମାଂସପେଶୀ ମାସ ପାଇଁ ପ୍ରୋଟିନ୍ ଆବଶ୍ୟକ । ବାଦାମରେ ପ୍ରୋଟିନ୍ ଭରପୂର ରହିଛି । ଏହା ସହିତ ପ୍ରୋଟିନ୍ ରକ୍ତରେ ଅମ୍ଳଜାନ ପହଞ୍ଚାଇବାରେ ମଧ୍ୟ ଏକ ଭୂମିକା ଗ୍ରହଣ କରିଥାଏ ।

ଏହା ବି ପଢ଼ନ୍ତୁ:-ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ

ଏହା ବି ପଢ଼ନ୍ତୁ:-ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ମସ୍ତିଷ୍କକୁ କରେ ତୀକ୍ଷ୍ଣ

7/7
ମସ୍ତିଷ୍କକୁ କରେ ତୀକ୍ଷ୍ଣ

ବାଦାମରେ ଫୋଲେଟ୍, ଓମେଗା -3, ରାଇବୋଫ୍ଲାଭିନ୍ ଏବଂ ଏଲ୍-କାର୍ନିଟିନ୍ ପରି ଉପାଦାନ ଥାଏ । ଯାହା ମସ୍ତିଷ୍କର କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ବାଦାମ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି, ମସ୍ତିଷ୍କର କ୍ଷମତା ତୀକ୍ଷ୍ଣ ହୋଇଥାଏ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । 

ट्रेन्डिंग फोटोज़